Skip to main content

 

ଶ୍ରୀ ବିଦ୍ୟା—[40]-05-07-2021

ଶ୍ରୀବାଲା-ମନ୍ତ୍ର-ସିଦ୍ଧି-ସ୍ତବଃ

 

ବ୍ରାହ୍ମୀରୂପଧରେ ଦେବି ବ୍ରହ୍ମାତ୍ମା ବ୍ରହ୍ମପାଲିକା ।

ବିଦ୍ୟାମନ୍ତ୍ରାଦିକଂ ସର୍ୱଂ ସିଦ୍ଧିଂ ଦେହି ପରେଶ୍ୱରି ॥ ୧॥

ମହେଶ୍ୱରୀ ମହାମାୟା ମାନନ୍ଦା ମୋହହାରିଣୀ ।

ମନ୍ତ୍ରସିଦ୍ଧିଫଲଂ ଦେହି ମହାମନ୍ତ୍ରାର୍ଣବେଶ୍ୱରି ॥ ୨॥

ଗୁହ୍ୟେଶ୍ୱରୀ ଗୁଣାତୀତା ଗୁହ୍ୟତତ୍ତ୍ୱାର୍ଥଦାୟିନୀ ।

ଗୁଣତ୍ରୟାତ୍ମିକା ଦେବୀ ମନ୍ତ୍ରସିଦ୍ଧିଂ ଦଦସ୍ୱ ମାମ୍

ନାରାୟଣୀ ଚ ନାକେଶୀ ନୃମୁଣ୍ଡମାଲିନୀ ପରା ।

ନାନାନନା ନାକୁଲେଶୀ ମନ୍ତ୍ରସିଦ୍ଧିଂ ପ୍ରଦେହି ମେ ॥ ୪॥

ଘୃଷ୍ଟିଚକ୍ରା ମହାରୌଦ୍ରୀ ଘନୋପମବିବର୍ଣକା ।

ଘୋରଘୋରତରା ଘୋରା ମନ୍ତ୍ରସିଦ୍ଧିପ୍ରଦା ଭବ ॥ ୫॥

ଶକ୍ରାଣୀ ସର୍ୱଦୈତ୍ୟଘ୍ନୀ ସହସ୍ରଲୋଚନୀ ଶୁଭା ।

ସର୍ୱାରିଷ୍ଟବିନିର୍ମୁକ୍ତା ସା ଦେବୀ ମନ୍ତ୍ରସିଦ୍ଧିଦା ॥ ୬॥

ଚାମୁଣ୍ଡାରୂପଦେବେଶୀ ଚଲଜ୍ଜିହ୍ୱା ଭୟାନକା ।

ଚତୁଷ୍ପୀଠେଶ୍ୱରୀ ଦେହି ମନ୍ତ୍ରସିଦ୍ଧିଂ ସଦା ମମ ॥ ୭॥

ଲକ୍ଷ୍ମୀଲାବଣ୍ୟବର୍ଣା ଚ ରକ୍ତା ରକ୍ତମହାପ୍ରିୟା ।

ଲମ୍ବକେଶା ରତ୍ନଭୂଷା ମନ୍ତ୍ରସିଦ୍ଧିଂ ସଦା ଦଦ ॥ ୮॥

ବାଲା ବୀରାର୍ଚିତା ବିଦ୍ୟା ବିଶାଲନୟନାନନା ।

ବିଭୂତିଦା ବିଷ୍ଣୁମାତା ମନ୍ତ୍ରସିଦ୍ଧିଂ ପ୍ରୟଚ୍ଛ ମେ ॥ ୯॥

   ଫଲଶ୍ରୁତିଃ ।

ମନ୍ତ୍ରସିଦ୍ଧିସ୍ତବଂ ପୁଣ୍ୟଂ ମହାମୋକ୍ଷଫଲପ୍ରଦମ୍ ।

ମହାମୋହହରଂ ସାକ୍ଷାତ୍ ସତ୍ୟଂ ମନ୍ତ୍ରସ୍ୟ ସିଦ୍ଧିଦମ୍ ॥ ୧୦॥

ଇତି ମହାକାଲସଂହିତାୟାଂ ଶ୍ରୀବାଲାମନ୍ତ୍ରସିଦ୍ଧିସ୍ତବଃ ସମ୍ପୂର୍ଣଃ ।



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...